Русские видео

Сейчас в тренде

Иностранные видео


Скачать с ютуб ଝଟକା ଦେଲେ ଜିଓ-ଏୟାରଟେଲ୍ | Odisha Reporter в хорошем качестве

ଝଟକା ଦେଲେ ଜିଓ-ଏୟାରଟେଲ୍ | Odisha Reporter 2 дня назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଝଟକା ଦେଲେ ଜିଓ-ଏୟାରଟେଲ୍ | Odisha Reporter

ମହଙ୍ଗା ବଜାର ସାଙ୍ଗକୁ ମୋବାଇଲ ରିଚାର୍ଜ ତାରିଫ ବୃଦ୍ଧି ଗ୍ରାହକଙ୍କ ଅଣ୍ଟା ଭାଙ୍ଗିଦେଇଛି । ଗୋଟିଏ ପଟେ ପରିବା ଦର ଏବଂ ରାସନ ସାମଗ୍ରୀର ଦରଦାମ ବୃଦ୍ଧି ଘଟୁଥିବା ବେଳେ ଏବେ ରିଚାର୍ଜ ତାରିଫ ବୃଦ୍ଧି ଖବର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ଦେଶର ଦୁଇ ବଡ଼ ଟେଲିକମ୍ ସଂସ୍ଥା ଜିଓ ଓ ଏୟାରଟେଲ୍ ରିଚାର୍ଜ ପ୍ଲାନର ଦାମ ବଢ଼ାଇ ଗ୍ରାହକଙ୍କୁ ଝଟକା ଦେଇଛନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #jio #airtel #jioplan #airteltariff #odisha #OdishaReporter

Comments