Русские видео

Сейчас в тренде

Иностранные видео


Скачать с ютуб ମୋହନ ଶୁଣିଲେ ଗୁହାରିମୋ କଷ୍ଟ ଗଲା ସରି|| CM Mohan Majhi || CM Grievance Cell || BJP Govt || OR в хорошем качестве

ମୋହନ ଶୁଣିଲେ ଗୁହାରିମୋ କଷ୍ଟ ଗଲା ସରି|| CM Mohan Majhi || CM Grievance Cell || BJP Govt || OR 2 дня назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମୋହନ ଶୁଣିଲେ ଗୁହାରିମୋ କଷ୍ଟ ଗଲା ସରି|| CM Mohan Majhi || CM Grievance Cell || BJP Govt || OR

ବୟସ ପ୍ରାୟ 50 ହେବ.. ପାଦରେ ଠିଆ ହେବାର ଶକ୍ତି ନାହିଁ .. କି ଗୋଡରେ ଚାଲିବାର ସାମର୍ଥ୍ୟ ନାହିଁ… ମନରେ ବଡ଼ ଆଶା ନେଇ ଆଜି ଆସିଯାଇଥିଲେ ମୋହନ ସରକାରଙ୍କ ପାଖକୁ। ଆଡ଼ ଆଖିରେ ଚାହିଁନଥିବା ପୂର୍ବ ସରକାର ପାଇଁ ମନବଳ ଭାଙ୍ଗଦେଇ ବସିଯାଇଥିଲେ। କେବେ ବି ଭାବିନଥିଲେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଆସିବେ ଯାହାଙ୍କ ଆଗରେ ସେ ନିଜ ଦୁଃଖ କହିବେ ଆଉ ନ୍ୟାୟ ପାଇବେ। କିନ୍ତୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ପରେ ସ୍ବପ୍ନ ସବୁ ସାକାର ହେବା ପରି ଅନୁଭବ କରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #Odisha #MohanMajhi #grievance #CMOdisha #OdishaGovernment #SpecialStory

Comments