Русские видео

Сейчас в тренде

Иностранные видео


Скачать с ютуб ବାଜିଲା କେନ୍ଦ୍ର ଛାଟ ଫସିବେ ଅଚ୍ୟୁତ ସାମନ୍ତ! || Achyuta Samanta || KISS Land Scam || Odisha Reporter в хорошем качестве

ବାଜିଲା କେନ୍ଦ୍ର ଛାଟ ଫସିବେ ଅଚ୍ୟୁତ ସାମନ୍ତ! || Achyuta Samanta || KISS Land Scam || Odisha Reporter 2 недели назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ବାଜିଲା କେନ୍ଦ୍ର ଛାଟ ଫସିବେ ଅଚ୍ୟୁତ ସାମନ୍ତ! || Achyuta Samanta || KISS Land Scam || Odisha Reporter

ଗଡ଼ବଡ଼ ସାମ୍ରାଜ୍ୟକୁ ବଳ ଦେବା ପାଇଁ ବିଜେଡିରେ ସାମିଲ ହୋଇଥିଲେ ଅଚ୍ୟୁତ ସାମନ୍ତ ? ଆଇନକୁ ମୋଡ଼ି ମକଚି ବାବୁଙ୍କୁ ହାତ କରି ପାଇଛନ୍ତି ନବୀନ ସରକାରଙ୍କ ଅହେତୁକ ଅନୁକମ୍ପା ? ଆଦିବାସୀଙ୍କ ମସିହା କୁହାଯାଉଥିବା ଅଚ୍ୟୁତ ଜନଜାତି ଅନୁଷ୍ଠାନ ନାଁରେ ଛିଡ଼ା କରିଛନ୍ତି କି ବେଆଇନ ସାମ୍ରାଜ୍ୟ ? ବର୍ଷ ବର୍ଷ ଧରି କାହିଁକି ଏନଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ନବୀନ ସରକାର ? ଏଥିପାଇଁ ଅସାଧୁ ସହାୟତା ଯୋଗାଇ ଦେଇଥିଲେ କେଉଁ ବାବୁ, କେଉଁ ଅଫିସର ? ରାଜ୍ୟର ନୂଆ ସରକାର କରିବେ ତଦନ୍ତ ଫସି ଯାଇପାରନ୍ତି ଅଚ୍ୟୁତ ସାମନ୍ତ ! Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #KISS #LandDispute #AchyutaSamanta #Bhubaneswar #Forestland #BJP #odishagovernment

Comments