Русские видео

Сейчас в тренде

Иностранные видео


Скачать с ютуб Sampurna Ramayana | Uttara Kanda | Vol 1 | ସମ୍ପୂର୍ଣ ରାମାୟଣ - ଉତ୍ତରାକାଣ୍ଡ | Dukhishyam Tripathy в хорошем качестве

Sampurna Ramayana | Uttara Kanda | Vol 1 | ସମ୍ପୂର୍ଣ ରାମାୟଣ - ଉତ୍ତରାକାଣ୍ଡ | Dukhishyam Tripathy 4 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Sampurna Ramayana | Uttara Kanda | Vol 1 | ସମ୍ପୂର୍ଣ ରାମାୟଣ - ଉତ୍ତରାକାଣ୍ଡ | Dukhishyam Tripathy

Album : Sampurna Ramayana (Uttara Kanda) (Vol 1) Singer : Dukhishyam Tripathy Written By : Baishya Sadashiba -------------------------------------------------------------------------------- || ଅଯୋଧ୍ୟାରେ ରାଜତ୍ୱ || ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଉତ୍ତର କାଣ୍ଡ : ଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ । ଚାରି ଭାଇଙ୍କର ଦୁଇଟି ଲେଖାଏ ପୁତ୍ର ସନ୍ତାନ ହେଲା । ଆଦର୍ଶ ରାମରାଜ୍ୟ ପ୍ରତିଷ୍ଠା ହେଲା । ଉପୋରକ୍ତ କଥା ସହିତ ଗୋସ୍ୱାମୀ ତୁଳସୀଦାସ ତାଙ୍କ ଉତ୍ତରାକାଣ୍ଡରେ ଶ୍ରୀରାମ-ବଶିଷ୍ଠ ସମ୍ବାଦ, ନାରଦଙ୍କର ଅଯୋଧ୍ୟା ଆସି ରାମଚନ୍ଦ୍ରଙ୍କ ସ୍ତୁତି ଗାନ ଓ ଶିବ ପାର୍ବତୀ ସଂବାଦ, ଗରୁଡ ମୋହ, ଗରୁଡଙ୍କର କାକଭୁଷଣ୍ଡିଙ୍କଠାରୁ ରାମକଥା ଏବଂ ରାମ ମହିମା ଶ୍ରବଣ ଇତ୍ୟାଦି ବର୍ଣ୍ଣନା କରିଅଛନ୍ତି - ସୀତା ବନବାସ, ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଞ୍ଜ, ଲବକୁଶଙ୍କ ରାମାୟଣ ଗାନ, ସୀତା ଓ ରାମଙ୍କ ଦେହତ୍ୟାଗ ------------------------------------------------------------------------------- Watch & Subscribe to our other YouTube Channels: 👉 Sidharth Bhakti :    / sidharthbhakti   👉 Sidharth Music:    / sidharthmusic    👉 Sidharth TV :    / sidharthtv    👉 Namita Agrawal :    / namitaagrawal    ---------------------------------------------------------------------------------------------- Enjoy & stay connected with us! 👉 Like us on Facebook :   / sidharthbhaktiodia   ---------------------------------------------------------------------------------------------- #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

Comments