Русские видео

Сейчас в тренде

Иностранные видео


Скачать с ютуб କେନ୍ଦ୍ର ଭତ୍ତାକୁ ଡାଇଭର୍ଟ କରିଛି ଓଡ଼ିଶା ! | CAG: Central Grants Diverted in Bhubaneswar's BMC Review в хорошем качестве

କେନ୍ଦ୍ର ଭତ୍ତାକୁ ଡାଇଭର୍ଟ କରିଛି ଓଡ଼ିଶା ! | CAG: Central Grants Diverted in Bhubaneswar's BMC Review 8 месяцев назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କେନ୍ଦ୍ର ଭତ୍ତାକୁ ଡାଇଭର୍ଟ କରିଛି ଓଡ଼ିଶା ! | CAG: Central Grants Diverted in Bhubaneswar's BMC Review

କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ଅନୁଦାନରେ ମିଶାଇ ଅନେକ ସମୟରେ ରାଜ୍ୟ ବାହାବା ନିଏ ବୋଲି ଅଭିଯୋଗ ହୁଏ। ତେବେ ଏଭଳି ଏକ ଅଭିଯୋଗର ସତ୍ୟତାକୁ ଏବେ ଧରିଛନ୍ତି ସିଏଜି। ନିକଟରେ ସିଏଜି ବିଧାନସଭାରେ ଉପସ୍ଥାପନ କରିଥିବା ସ୍ଥାନୀୟ ପଂଚାୟତିରାଜ ଅନୁଷ୍ଠାନ ଓ ପୌର ସଂସ୍ଥାଗୁଡ଼ିକର ଅଡିଟ କରିବା ବେଳେ ଏହା ପଦାକୁ ଆସିଛି । ନମୁନା ରୂପେ 9ଟି ପୌର ସଂସ୍ଥାର ଅନୁପାଳନ ସମୀକ୍ଷା କଲାବେଳେ ସିଏଜି ଭୁବନେଶ୍ବର ମହାନଗର ନିଗମ ବା ବିଏମସିରେ କେନ୍ଦ୍ରୀୟ ଅନୁଦାନ ଡାଇଭର୍ସନକୁ ଧରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #pensions #Odisha #OdishaSarkar #OdishaGovernment #PM #NarendraModi #KendraSarkar #KendraPension

Comments