Русские видео

Сейчас в тренде

Иностранные видео


Скачать с ютуб ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍‌ ହାଇଜିନ୍ । Dr Snehanshu Dey on Sleep Hygiene Tips in Odia в хорошем качестве

ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍‌ ହାଇଜିନ୍ । Dr Snehanshu Dey on Sleep Hygiene Tips in Odia 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍‌ ହାଇଜିନ୍ । Dr Snehanshu Dey on Sleep Hygiene Tips in Odia

#SleepHygiene #OdiaHealthTips #DoctorAdvice ଷ୍ଟ୍ରେସ୍‌, ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକେ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ନିଦ୍ରାହୀନତାର କାରଣ କ’ଣ? ଏହାର ଚିକିତ୍ସା କ’ଣ ଏବଂ ଭଲ ନିଦରେ କେମିତି ଶୋଇବେ? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ଙ୍କ ପରାମର୍ଶ ଜାଣନ୍ତୁ। ଏହି ଭିଡିଓରେ ରହିଛି, ନିଦ୍ରାହୀନତା କ’ଣ? (0:00) ନିଦ୍ରାହୀନତାର ଲକ୍ଷଣ (0:46) ରାତିରେ ନିଦ ନ ହେବାର କାରଣ (1:23) ନିଦ୍ରାହୀନତାର ପ୍ରଭାବ (4:25) ନିଦାହୀନତାର ଚିକିତ୍ସା (5:49) ଭଲ ନିଦରେ ଶୋଇବେ କେମିତି? (6:39) People are suffering from insomnia these days due to stress, lifestyle, and food intake. So what is the cause of insomnia nowadays? What is the treatment & how to sleep well? Find out more from Dr Snehanshu Dey, a Psychiatrist. In this video, What is Insomnia? (0:00) Symptoms of insomnia (0:46) Reason for not sleeping at night (1:23) Effects of insomnia (4:25) Treatment of insomnia (5:49) How to sleep well? (6:39) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments