Русские видео

Сейчас в тренде

Иностранные видео


Скачать с ютуб ହାତର ବଳା ଦେଲା ନୂଆ ଜୀବନ || Kidnapping Case || Baliguda || Odisha Reporter в хорошем качестве

ହାତର ବଳା ଦେଲା ନୂଆ ଜୀବନ || Kidnapping Case || Baliguda || Odisha Reporter 2 дня назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ହାତର ବଳା ଦେଲା ନୂଆ ଜୀବନ || Kidnapping Case || Baliguda || Odisha Reporter

ସନ୍ଧ୍ୟା ପାଖାପାଖି ୫ଟା । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଜଣକ ଘରୁ ସାଇକେଲ ନେଇ ଟ୍ୟୁସନ ଯାଉଥିଲେ ॥ଏହି ସମୟରେ ବାଲିଗୁଡା ସହର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର ଜନ ଗହଳିପୂର୍ଣ୍ଣ ବିଜୁ ପଟନାୟକ ମିନି ଷ୍ଟାଡିୟମ ଗେଟ ସମ୍ମୁଖରେ ଗୋଟିଏ କାରରେ ୫ ଜଣ ଅଜଣା ଯୁବକ ପହଁଚି ସଂପୃକ୍ତ ଛାତ୍ର ଜଣକୁ ପାଖକୁ ଡାକି ନୂଆସାହିକୁ ରାସ୍ତା କୁଆଡେ଼ ବୋଲି ପଚାରିଥିଲେ। ଏହି ସମୟରେ ଛାତ୍ର ଜଣକ କାର ପାଖକୁ ଆସିବା କ୍ଷଣି ଅପହରଣକାରୀ ଜୋର ଜବରଦସ୍ତ କାରରେ ବସାଇ ତୁମୁଡିବନ୍ଧ ଅଭିମୁଖେ ନେଇ ପଳାଉଥିଲେ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #baliguda ##kidnappings #child #odisha #OdishaReporter

Comments