Русские видео

Сейчас в тренде

Иностранные видео


Скачать с ютуб Mu Odia Ghara Jhia || New Odia Song || Jayashree Dhal || Kandhei Nacha||Omkar Lenka || Survibration в хорошем качестве

Mu Odia Ghara Jhia || New Odia Song || Jayashree Dhal || Kandhei Nacha||Omkar Lenka || Survibration 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Mu Odia Ghara Jhia || New Odia Song || Jayashree Dhal || Kandhei Nacha||Omkar Lenka || Survibration

🔅 Song - Mu Odia Ghara Jhia 🔅 Singer - Jayashree Dhal 🔅 Lyrics - Omkar Lenka 🔅 Music : Jayashree Dhal 🔅Visual Director - Chandrabhanu Kar Puppet Dance by - Manguli charan, Puri Dance : Aditya Dance Group 🔅 Banner - Survibration ,7008940396 special thanks to Swagatika Dhal, Jyoshna mayee Parida, Anshika Dhal , Pintu, Santosh 🔅 Copyrights© By - Survibration 🔅 LYRICS 🔅 ମୁ ଓଡ଼ିଆ ଘର ର ଝିଅ ଲୋ ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ ମୁ ଓଡ଼ିଆ ଘର ର ଝିଅ ଲୋ ମତେ ମଧୁ ବର୍ଣ୍ଣବୋଧ ଗୀତା ଭାଗବତ ପଢେଇବ କିଏ କୁହ ବାର ମାସରେ ତେର ଯାତରା ଦୋଳ ଦଶହରା ପାଳେ ସଯ ବାଜରେ ରାଜା ମଉଜ ଦୋଳି ରେ ବସି ଖେଳେ ମୁ ଆଉ କାହା ପରି ନୁହଁ ...... ମୁ ବେଣିରେ ବାନ୍ଧିଚି ଗାଜର ଫୁଲ ମୁ ବାସ ଛାଡେ ମହ ମହ ମୁ ବେଣିରେ ବାନ୍ଧିଚି ଗାଜର ଫୁଲ ମୁ ବାସ ଛାଡେ ମହ ମହ ମୁ ଓଡ଼ିଆ ଘର ର ଝିଅ ଲୋ ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx ଆଜି ଝିଅ କାଲି ବୋହୁ ତା ପରେ ହୁଏ ମୁ ମା ମଥାରେ ଓଢଣୀ ଦେଇ ମା ହୁଏ ସର୍ବଂସାହା xxxxxxxxxxx ଆଜି ଝିଅ କାଲି ବୋହୁ ତା ପରେ ହୁଏ ମୁ ମା ମଥାରେ ଓଢଣୀ ଦେଇ ମା ହୁଏ ସର୍ବଂସାହା ମା ....ଲୋ ...ମା....ମୋ ....ମା ... ମା ଛାତି ତଳେ ଚାପେ କୋହ ତା ପଣତ ରେ ପୋଛେ ଲୁହ ମା ଛାତି ତଳେ ଚାପେ କୋହ ତା ପଣତ ରେ ପୋଛେ ଲୁହ ମୋ ଖୁଦୁରୁକୁଣୀ କୁ ବଉଳବେଣି କୁ ସରି ହେବ କିଏ କୁହ ମୋ ଖୁଦୁରୁକୁଣୀ କୁ ବଉଳବେଣି କୁ ସରି ହେବ କିଏ କୁହ ....... xxxxxxxxxxxxxxxxxxxxxxxxxxxx ମାଣବସା ଗୁରୁବାର ଚଉରାମୂଳରେ ଝୋଟି ପଖାଳକୁ ଶାଗ ଭଜା ମା ଦିଏ ବାଣ୍ଟିକୁଣ୍ଟି xxxxxxxxxxx ମାଣବସା ଗୁରୁବାର ଚଉରାମୂଳରେ ଝୋଟି ପଖାଳକୁ ଶାଗ ଭଜା ମା ଦିଏ ବାଣ୍ଟିକୁଣ୍ଟି ମା ....ଲୋ ...ମା....ମୋ ....ମା ... ମୋ ସିନଥିରେ ସିନ୍ଦୁର ଗାର ମୋ ପାଦରେ ଅଳତା ଧାର ମୋ ସିନଥିରେ ସିନ୍ଦୁର ଗାର ମୋ ପାଦରେ ଅଳତା ଧାର ମୁ ସଞ୍ଜ ଦୀପ ଜାଳି କରେ ନୀତି ଅଳି ଦେଖାଦିଏ କଳାଦିଅ ମୁ ସଞ୍ଜ ଦୀପ ଜାଳି କରେ ନୀତି ଅଳି ଦେଖାଦିଏ କଳାଦିଅ xxxxxxxxxxxxxxxxxxxxxxxxxxxxxxx ଧୂଳିଖେଳ ଖରାବେଳ ବୋହୁଚୋରି ପୁଣି ଖେଳେ ବଉଳ ମକର ଡାକ ମନେପଡେ ପିଲାଦିନ xxxxxxxxxxxxxxxx ଧୂଳିଖେଳ ଖରାବେଳ ବୋହୁଚୋରି ପୁଣି ଖେଳେ ବଉଳ ମକର ଡାକ ମନେପଡେ ପିଲାଦିନ ବଉଳ .....ମୋ.....ମୋ .....ବଉଳ ..... ମୁ ଗାଇଲେ ଗୀତଗୋବିନ୍ଦ ମୁ ପାଏରେ ଭାରି ଆନନ୍ଦ ମୁ ଗାଇଲେ ଗୀତଗୋବିନ୍ଦ ମୁ ପାଏରେ ଭାରି ଆନନ୍ଦ..... ମୋ ଓଡିଶୀ ଗୀତରେ....ଓଡିଶୀ ନାଚରେ .... ବିଶ୍ୱରେ ଓଡିଶା ଜୟ ମୋ ଓଡିଶୀ ଗୀତରେ....ଓଡିଶୀ ନାଚରେ .... ବିଶ୍ୱରେ ଓଡିଶା ଜୟ ମୁ ଓଡ଼ିଆ ଘର ର ଝିଅ ଲୋ ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ ........... (end) #MuOdiaGharaJhailo #JayashreeDhal #OmkarLenka #Survibration #Odiagharajhia #NewOdiaSong #KandheiNacha #MaaMangalaKandheinacha #FolkSong #jayashree_dhal _odiafolk_puppetdance Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I !! *ANTI PIRACY WARNING * !! This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented. ✽ Subscribe our Official YouTube Channel - https://www.youtube.com/channel/UCT_S.... ✽ Like us on Facebook -   / sur-vibratio​​​.  . LIKE ◆ COMMENT ◆ SHARE ◆ SUBSCRIBE

Comments