Русские видео

Сейчас в тренде

Иностранные видео


Скачать с ютуб କେବେ ଖୋଲିବ ରତ୍ନଭଣ୍ଡାର ? | Odisha Reporter в хорошем качестве

କେବେ ଖୋଲିବ ରତ୍ନଭଣ୍ଡାର ? | Odisha Reporter 6 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କେବେ ଖୋଲିବ ରତ୍ନଭଣ୍ଡାର ? | Odisha Reporter

ଦିନକୁ ଦିନ ରତ୍ନଭଣ୍ଡାରକୁ ନେଇ ଅନେକ ଉତ୍କଣ୍ଠା, ଅନେକ କଳ୍ପନା ଜଳ୍ପନା। 2018 ମସିହାରୁ ପ୍ରଶାସନ ଜାଣିଥିଲା ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ସମ୍ପର୍କରେ, ତେବେ ଏହାର ତୁରନ୍ତ ମରାମତି ନ କରାଯିବା, ଏତେ ଦିନ ଧରି ଏ ସମ୍ପର୍କରେ କୌଣସି ପଦକ୍ଷେପ ନ ନିଆଯିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରତ୍ନଭଣ୍ଡାର ଏବଂ ପରିକ୍ରମା ପ୍ରକଳ୍ପକୁ ନେଇ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #Ratnabhandar #puri #JagannathDham #puritemple #odisha #news #interview #SudarshanPatnaik #odishareporter

Comments