Русские видео

Сейчас в тренде

Иностранные видео


Скачать с ютуб ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Dr Alok Kanungo on Diabetes in Odia | Causes, Symptoms & Treatment в хорошем качестве

ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Dr Alok Kanungo on Diabetes in Odia | Causes, Symptoms & Treatment 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଡାଏବେଟିସ୍ (ମଧୁମେହ) କାହିଁକି ହୁଏ? | Dr Alok Kanungo on Diabetes in Odia | Causes, Symptoms & Treatment

#Diabetes #DoctorAdvice #OdiaHealthTips ଡାଏବେଟିସ୍ ବା ମଧୁମେହ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି। ବର୍ତ୍ତମାନ ସମୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୦ରୁ ୨୫ ଜଣଙ୍କୁ ଡାଏବେଟିସ୍ ହେବାର ଦେଖିବାକୁ ମିଳୁଛି। ଡାଏବେଟିସ ରୋଗ ହେବାର ମୁଖ୍ୟ କାରଣ ହେଉଛି ଏହା ବଂଶଗତ। ପରିବାରରେ କୌଣସି ସଦସ୍ୟକୁ ଡାଏବେଟିସ୍ ହୋଇଥିଲେ ଅନ୍ୟ ସଦସ୍ୟକୁ ଡାଏବେଟିସ୍ ହେବାର ଆଶଙ୍କା ଅଧିକ ଥାଏ। ଡାଏବେଟିସ୍ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ମଧ୍ୟ ହୋଇପାରେ। ତେବେ ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରି ହେବନି ସିନା ହେଲେ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ରକ୍ଷା ପାଇ ପାରିବା। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଡାଏବେଟିସର କାରଣ, ଲକ୍ଷଣ, ପରୀକ୍ଷଣ ଏବଂ ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଜାଣିବା। ଏହି ଭିଡିଓରେ ରହିଛି, ଡାଏବେଟିସ୍ ବା ମଧୁମେହ କ’ଣ? (0:00) କାହିଁକି ହୁଏ ଡାଏବେଟିସ୍ ରୋଗ? (2:02) ଡାଏବେଟିସ୍ ରୋଗର ବୈଜ୍ଞାନିକ କାରଣ? (4:28) ଡାଏବେଟିସର ପ୍ରକାର (9:50) ଡାଏବେଟିସର ଲକ୍ଷଣ କ’ଣ? (10:40) ଡାଏବେଟିସ୍ ସନ୍ଦେହ ହେଲେ କ’ଣ ପରୀକ୍ଷା କରିବେ? (12:11) ଡାଏବେଟିସର ଚିକିତ୍ସା କେମିତି ହୁଏ? (14:09) ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ (18:34) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/causes-symp... Diabetes has become a new reality for many people. 20 to 25 out of every 100 people with diabetes are diagnosed. The main cause of diabetes is hereditary. If one member of the family has diabetes, the other member is more likely to develop diabetes. Diabetes invites many diseases. Diabetes can also lead to high blood pressure and heart attack. diabetes is not completely cured, but we can control it and prevent various chronic diseases. Let's find out more about the causes, symptoms, diagnosis & treatments of diabetes from Dr Alok Kanungo, diabetologist. In this video, What is Diabetes? (0:00) Causes of Diabetes (2:02) Scientific cause behind Diabetes (4:28) Type of Diabetes (9:50) Symptoms of Diabetes (10:40) Diagnosis of diabetes (12:11) Treatment of Diabetes (14:09) Doctor's advice (18:34) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Comments