Русские видео

Сейчас в тренде

Иностранные видео


Скачать с ютуб ପାଣ୍ଡିଆନଙ୍କ ବିଜେଡି କାର୍ଯ୍ୟାଳୟ ହୋଇଗଲା ସଚିବାଳୟ | Odisha Reporter в хорошем качестве

ପାଣ୍ଡିଆନଙ୍କ ବିଜେଡି କାର୍ଯ୍ୟାଳୟ ହୋଇଗଲା ସଚିବାଳୟ | Odisha Reporter 1 месяц назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ପାଣ୍ଡିଆନଙ୍କ ବିଜେଡି କାର୍ଯ୍ୟାଳୟ ହୋଇଗଲା ସଚିବାଳୟ | Odisha Reporter

ବର୍ଷ ବର୍ଷ ଧରି ଲୋକେ ଜାଣୁନଥିଲେ କେଉଁ ବିଭାଗର ମନ୍ତ୍ରୀ କିଏ ଆଉ ସିଚିବ କିଏ। ଫାଇବ ଟିରୁ ଆରମ୍ଭ ହେଉଥିଲା ଶାସନ ବ୍ୟବସ୍ଥା ଆଉ ଫାଇବ ଟିରେ ସରି ଯାଉଥିଲା। ଆମର ଏ ବଭାଗର ମନ୍ତ୍ରୀ କିଏ, ସେ ବିଭାଗର ମନ୍ତ୍ରୀ କିଏ ପଚାରିଲେ ଲୋକେ କହୁଥିଲେ ଖାଲି ପାଣ୍ଡିଆନଙ୍କୁ ହିଁ ଜାଣିଛୁ ବୋଲି । ନବୀନଙ୍କ ପରେ ବିଜେଡି ଏବଂ ସରକାରରେ ଭିଜିବିଲିଟି ଥିଲା କେବଳ ପାଣ୍ଡିଆନଙ୍କ। ହେଲେ ସାଧାରଣ ନିର୍ବାଚନରେ ସରକାର ବଦଳିଲା। ରାଜ୍ୟକୁ ଆସିଲା ଲୋକଙ୍କ ସରକାର। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter

Comments