Русские видео

Сейчас в тренде

Иностранные видео


Скачать с ютуб HE PRABHU || ହେ ପ୍ରଭୁ || HUMANE SAGAR NEW ODIA CHRISTIAN SONG 2021 || FULL HD VIDEO | AMIT BADANAYAK в хорошем качестве

HE PRABHU || ହେ ପ୍ରଭୁ || HUMANE SAGAR NEW ODIA CHRISTIAN SONG 2021 || FULL HD VIDEO | AMIT BADANAYAK 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



HE PRABHU || ହେ ପ୍ରଭୁ || HUMANE SAGAR NEW ODIA CHRISTIAN SONG 2021 || FULL HD VIDEO | AMIT BADANAYAK

He Prabhu || ହେ ପ୍ରଭୁ || Humane Sagar New Odia Christian Song || Full Hd Video || New Odia Christian Brand Song 2021|| Amit Badanayak RE MANA | ରେ ମନ | HUMANE SAGAR NEW ODIA CHRISTIAN SONG ||    • RE MANA | ରେ ମନ | HUMANE SAGAR | NEW ...   Full Lyrics ହେ ପ୍ରଭୁ କେମିତି ବଞ୍ଚିବି.... କେମିତି ଚାଲିବି.... ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର) ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର) ମୋତେ ଭୁଲିବନି ମୋତେ ଛାଡ଼ିବନି (୨ଥର) ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର) ହେ ପ୍ରଭୁ ..... ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି (ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ)(୨ଥର) =୦= ହାରିଗଲି ମୁଁ ଥକିଗଲି ମୁଁ ଏଇ ଦୁନିଆରେ ପ୍ରଭୁ ଠକିଗଲି ମୁଁ ନାହିଁ କେ ସାହାରା ନାହିଁ କେ ଭରସା ତୁମ ବିନା ଦୁନିଆରେ ନାହିଁ କେ ଆସରା (୨ଥର) ତୁମ ବିନା ଦୁନିଆ ତ ଅଜଣା ଲାଗେ (୨ଥର) ହେ ପ୍ରଭୁ...... ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି (ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ) (୨ଥର) =୧= ପାପ ଭରା ଦୁନିଆରେ ନାହିଁ ମୋ କରୁଣା ଭରିଯାଏ ହୃଦେ ମୋର ଦୁଃଖ ଓ ଯାତନା ହେ ଜଗତ ଜୀବନ ଈଶ୍ୱର ନନ୍ଦନ ଢାଳିଦିଅ ତୁମରି ଆଶିଷ ଦାନ (୨ଥର) ମଧୁର ମନୋରମ ସେ ଯୀଶୁ ନାମ ସରଗୁ ହୋଇଛି ସେ ନାମ ପ୍ରଦାନ ହେ ପ୍ରଭୁ........ ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୪ଥର) =୨= Zero Creation ଓ AB Music ର ପ୍ରଯୋଜନାରେ ପ୍ରସ୍ତୁତ " ହେ ପ୍ରଭୁ " ହ୍ୟୁମାନ ସାଗର ଗାଇଥିବା ଗୀତର Full HD Video ଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD || Song Credits : * Song : He Prabhu ( Full HD Video) * Singer : Humane Sagar * Lyrics : Lucky Mishal * Composition : Lucky Mishal * Music : Bapi Samal * Record & Mix : MRR Studio Cuttack * Recordist : Saktiswar Mohapatra * Lead Role : Lucky Mishal * Camera & Edit : Dwarika Nath (DNP) * Supported by : Zero Creation & Ab Music * Presented by : Zero Creation * Banner : AB Music * Producer : Lucky Mishal * YouTube Channel : Amit Badanayak * Contact : 7978601423 , 8895583382 Zero Creation Link    / @zerocreation4820   Zero Creation blog Channel    / @imdnp9   Zero Creation Contact Number 9348165696,8249317046 ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link ନାଉରୀ Jyotirmayee Nayak (Studio Version)    • NAURI | ନାଉରୀ | NEW ODIA CHRISTIAN SO...   ରେ ମନ (Humane Sagar)    • RE MANA | ରେ ମନ | HUMANE SAGAR | NEW ...   ହେ କ୍ରୁଶଧାରୀ (Studio Version)    • NEW ODIA GOOD FRIDAY SPECIAL SONG 202...   କମ୍ପିଉଠେ ଏ ଧରା ଧାମ (Studio Version)    • KAMPIUTHE | କମ୍ପିଉଠେ | NEW ODIA CHRIS...   କମ୍ପିଉଠେ ଏ ଧରା ଧାମ (Track/Karaoke)    • Kampiuthe Track || କମ୍ପିଉଠେ ଟ୍ରାକ୍ ||...   କମ୍ପିଉଠେ ଏ ଧରା ଧାମ (Cover Song)    • Kampiuthe Cover Song | Studio Version...   କେତେବେଳେ ଚାଲିଯିବ ଜୀବନ (Full Video)    • KETEBELE CHALIJIBA JEEBANA | କେତେବେଳେ...   କେତେ କାଳରେ ମନ (Studio Version)    • KETE KALA RE MANA || କେତେ କାଳ ରେ ମନ |...   କେତେ କାଳରେ ମନ (Music Video)    • Kete Kala Re Mana Music Video || Supe...   ସତର୍କ ଟିକେ ରୁହ (Studio Version)    • Satarka Tike Ruha || Studio Version |...   ଶେଷ ଘଣ୍ଟି ( Full Video)    • SESHA GHANTI || ଶେଷ ଘଣ୍ଟି || HUMANE S...   ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)    • JISU MU TUMAKU HRUDE RAKHIBI | ANTARA...   ସତର୍କ ଟିକେ ରୁହ (Dance Video)    • DANCE VIDEO OF SATARKA TIKE RUHA | ସତ...   ଯୀଶୁ ମୁଁ ତୁମକୁ ହୃଦେ ରଖିବି (Male Version)    • Jisu Mu Tumaku Hrude Rakhibi | Male V...   #heprabhu #amitbadanayak #humanesagarnewchristiansong #newodiachristiansong #latestodiachristiansong #amitbadanayakchristiansong #HumaneSagar #amitpanichristiansong #humanesagarchristiansong #zerocreation #dnp !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Comments