Русские видео

Сейчас в тренде

Иностранные видео


Скачать с ютуб ନାଲି ଆଖି ଦେଖାଉଥିଲେ, ଗଜପତି ଗଲେ | Odisha Reporter в хорошем качестве

ନାଲି ଆଖି ଦେଖାଉଥିଲେ, ଗଜପତି ଗଲେ | Odisha Reporter 6 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ନାଲି ଆଖି ଦେଖାଉଥିଲେ, ଗଜପତି ଗଲେ | Odisha Reporter

ଚର୍ଚ୍ଚାରେ ନଥିଲେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚର୍ଚ୍ଚାକୁ ଆସିଲେ । ଥାନାରେ ମୋହନଙ୍କୁ ଦୁର୍ବ୍ୟବହାର କରିଥିଲେ ଆଇଆଇସି ତ୍ରିନାଥ ସେଠୀ । ଗଜପତି ଜିଲ୍ଲାକୁ ବଦଳି ହେଲେ କେନ୍ଦୁଝର ସଦର ଥାନା ଅଧିକାରୀ । ସେଦିନ ଥାନା ବାବୁଙ୍କ ନାଲି ଆଖି ଦେଖି, ଭୟ କରିନଥିଲେ ମୋହନ । ଦୀର୍ଘ ସମୟ ଥାନାରେ ବସିଥିଲେ ଆଉ ଲୋକଙ୍କୁ ନ୍ୟାୟ ଦେବାକୁ ଲଢ଼େଇ କରିଥିଲେ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #CM #MohanCharanMajhi #Kendhujhar #TrinathSethi

Comments