Русские видео

Сейчас в тренде

Иностранные видео


Скачать с ютуб ସିନ୍ଦୁରିଆ ସରପଞ୍ଚ, ସକାଳେ ବିଜେଡି ସନ୍ଧ୍ୟାରେ ବିଜେପି | в хорошем качестве

ସିନ୍ଦୁରିଆ ସରପଞ୍ଚ, ସକାଳେ ବିଜେଡି ସନ୍ଧ୍ୟାରେ ବିଜେପି | 11 месяцев назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ସିନ୍ଦୁରିଆ ସରପଞ୍ଚ, ସକାଳେ ବିଜେଡି ସନ୍ଧ୍ୟାରେ ବିଜେପି |

ନୟାଗଡ଼ ବ୍ଳକ ସିନ୍ଦୁରିଆ ପଞ୍ଚାୟତ ସରପଞ୍ଚ ନୟାଗଡ଼ ବିଧାୟକଙ୍କ ବାସ ଭବନରେ ସକାଳେ ପହଞ୍ଚି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କିନ୍ତୁ ଭୁବନେଶ୍ବରରୁ ଫେରିବା ପରେ ସେ ନୟାଗଡ଼ ପ୍ରତ୍ୟୁଷାଙ୍କ ରାଜପ୍ରସାଦକୁ ଯାଇ ପୁଣି ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେଡିରେ ମିଶି ନଥିବା ଏବଂ ତାଙ୍କୁ ମନ୍ଦିର କାମ ପାଇଁ ବିଧାୟକ ପାଖକୁ ନେଇ ଜୋର ଜବରଦସ୍ତ ଉତ୍ତରୀୟ ପକାଇ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି । ନୟାଗଡ଼ରେ ଆଜି ଦିନ ତମାମ ଏହି ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା।

Comments