Русские видео

Сейчас в тренде

Иностранные видео


Скачать с ютуб Breakdown of BJD was intentional | ବବିଙ୍କୁ କେଞ୍ଚିଲେ ନୃସିଂହ | The Quiver в хорошем качестве

Breakdown of BJD was intentional | ବବିଙ୍କୁ କେଞ୍ଚିଲେ ନୃସିଂହ | The Quiver 3 недели назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Breakdown of BJD was intentional | ବବିଙ୍କୁ କେଞ୍ଚିଲେ ନୃସିଂହ | The Quiver

ବିଜେଡି ହାରି ନଥାନ୍ତା, ତାକୁ ବିଜେଡିରେ ଥିବା ମୂଷାମାନେ ହରାଇ ଦେଇଛନ୍ତି । ସବୁଠି ବିଜେଡିର ଚୁଟିଆ ମୂଷା ବସିଥିଲେ । ଭିତରେ ଭିତରେ ଗାତ ଖୋଳି ବିଜେଡିକୁ ଗଳେଇ ପକାଇଲେ । ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ । ଦଳ ହାରିବାର କାରଣ ସମୀକ୍ଷା ହୋଇ ନଥିବା ବେଳେ ଜଣେ ପରେ ଜଣେ ଷନତା ତାଙ୍କ ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି । ପୂର୍ବତନ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଆଜି ବିଜେଡିର ମୂଷା ଉପାଖ୍ୟାନ ପଦାକୁ ଆଣି କ୍ଷୋଭ ପ୍ରକାଶ କରିଛନ୍ତି । ସବୁ ସ୍ଥାନରେ ମୂଷା ଥିଲେ ଓ ଦଳକୁ ଖୋଳ କରିଦେଲେ ବୋଲି କହିଛନ୍ତି । #thequiver #naveenpatnaik #bjd #vkpandian #bobbydas THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us! -------------------------- #latestnews #updatednews #naveen #politcalnews #politicalupdates #politics #politics_news Subscribe "THEQuiverNews" in YouTube!    / @thequivernews   Like us in Facebook:   / thequiverofficial   Follow us in Instagram:   / thequivernews   Follow us in Twitter:   / thequivernews   Visit our website: https://thequiver.in/ Follow us in LinkedIn:   / thequivernews  

Comments