Русские видео

Сейчас в тренде

Иностранные видео


Скачать с ютуб SHREE MANDIRE JAYEE | BAISHNAB KAILASH | JAGANNATH BHAJAN в хорошем качестве

SHREE MANDIRE JAYEE | BAISHNAB KAILASH | JAGANNATH BHAJAN 10 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



SHREE MANDIRE JAYEE | BAISHNAB KAILASH | JAGANNATH BHAJAN

#BaishnabKailash #SanjibaniMusic #odiadevotional #odiabhajan #jagannath #jagannathbhajan Song - Shree Mandire Jayee Singer: Bhikari Bal Album: Balia Ra Bhuja Music: Amrendra Mohanty, Saroj Nanda Lyricis: Kanchi Narayan Mohanty Lyrics ------------------------------------------------------------------------------------------------------- ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ? ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ? ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ମହାବାହୁ, ଜଗତ ଉଦ୍ଧାର ହେଉ ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ? ମାଗିବି କି ଅବା ଆଉ? ପାପ ଆଉ ପୁଣ୍ୟ ଏ ଜଗତେ ଭରା ମାୟା ମୋହ ଏଠି ସବୁତ ଅସରା ପାପ ଆଉ ପୁଣ୍ୟ ଏ ଜଗତେ ଭରା ମାୟା ମୋହ ଏଠି ସବୁତ ଅସରା କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ? କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ? ତାଙ୍କୁ କି ଅଜଣା ଆଉ? ମାଗିବି କି ଅବା ଆଉ? ମହାବାହୁ, ଜଗତ ଉଦ୍ଧାର ହେଉ ତାଙ୍କ ହାତଗଢ଼ା ଏ ସାରା ସଂସାର ନପାରନ୍ତି ଯେବେ କରି ସେ ଉଦ୍ଧାର ତାଙ୍କ ହାତଗଢ଼ା ଏ ସାରା ସଂସାର ନପାରନ୍ତି ଯେବେ କରି ସେ ଉଦ୍ଧାର ଏକା ବସିଥା ତୁ ରତ୍ନ ସିଂହାସନେ ଏକା ବସିଥା ତୁ ରତ୍ନ ସିଂହାସନେ ଏ ଜଗତ ଭାସି ଯାଉ ମାଗିବିକି ଅବା ଆଉ? ମହାବାହୁ, ଜଗତ ଉଦ୍ଧାର ହେଉ ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ? ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ ମାଗିବି କି ଅବା ଆଉ? ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ମହାବାହୁ, ଜଗତ ଉଦ୍ଧାର ହେଉ ଜଗତ ଉଦ୍ଧାର ହେଉ ଜଗତ ଉଦ୍ଧାର ହେଉ ------------------------------------------------------------------------------------------------------- If you liked the video please do subscribe to my channel. Keep Supporting me so I continue to provide such quality content. Thank You for Watching!

Comments