Русские видео

Сейчас в тренде

Иностранные видео


Скачать с ютуб ପଦବୀରୁ କାହିଁକି ଇସ୍ତଫା ଦେଲେ ବିଜେଡି ନେତା ଦେବାଶିଷ ? | Odisha Reporter в хорошем качестве

ପଦବୀରୁ କାହିଁକି ଇସ୍ତଫା ଦେଲେ ବିଜେଡି ନେତା ଦେବାଶିଷ ? | Odisha Reporter 4 недели назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ପଦବୀରୁ କାହିଁକି ଇସ୍ତଫା ଦେଲେ ବିଜେଡି ନେତା ଦେବାଶିଷ ? | Odisha Reporter

ରାଜନୈତିକ ଦୃଷ୍ଟିରୁ ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରୁହେ । ବିଜେଡିର ଗଡ଼ ଭାବେ ଏହି ଆସନ ପରିଚିତ । ନିର୍ବାଚନ ମଣ୍ଡଳୀର ଡେରାବିଶ ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ବ୍ଲକ୍ ସଭାପତି ହେଉଛନ୍ତି ଦେବାଶିଷ ଆଚାର୍ଯ୍ୟ । ହେଲେ ସେ ଏବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତେବେ କାହିଁକି ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #patkura #debasishacharya #kendrapada #BJD

Comments