Русские видео

Сейчас в тренде

Иностранные видео


Скачать с ютуб ସ୍ନାୟବିକ ଦୁର୍ବଳତା ନ୍ୟୁରୋପାଥି - କାହିଁକି ହୁଏ | Neuropathy in Odia | Dr Subhrasnu Sekhar Jena в хорошем качестве

ସ୍ନାୟବିକ ଦୁର୍ବଳତା ନ୍ୟୁରୋପାଥି - କାହିଁକି ହୁଏ | Neuropathy in Odia | Dr Subhrasnu Sekhar Jena 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ସ୍ନାୟବିକ ଦୁର୍ବଳତା ନ୍ୟୁରୋପାଥି - କାହିଁକି ହୁଏ | Neuropathy in Odia | Dr Subhrasnu Sekhar Jena

#Neuropathy #OdiaHealthTips #DoctorAdvice ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥି ବୋଲି କୁହାଯାଏ। ତେବେ ନ୍ୟୁରୋପାଥି ହେବାର କାରଣ ସବୁ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଜାଣନ୍ତୁ। ଏହି ଭିଡିଓରେ ରହିଛି, ଆମ ଶରୀରରେ ସ୍ନାୟୁର କାର୍ଯ୍ୟ କ’ଣ? (0:00) ନ୍ୟୁରୋପାଥୀ ରୋଗର କାରଣ (2:12) ନ୍ୟୁରୋପାଥୀ ର ରୋଗର ଲକ୍ଷଣ (3:22) ନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟା (5:36) ନ୍ୟୁରୋପାଥୀର ପରୀକ୍ଷଣ (6:50) ନ୍ୟୁରୋପାଥୀର ଚିକିତ୍ସା (8:14) କ’ଣ ସତର୍କତା ଅବଲମ୍ବନ କରିବେ? (9:49) The nervous system in our body is regulated by the brain. If there is a problem in our nervous system, it is called neuropathy. what are the causes of neuropathy? Let's find know more about causes and treatment of neuropathy from Dr Subhransu Sekhar Jena, a neurologist. In this video, Function of Nervous system (0:00) Causes of Neuropathy (2:12) Symptoms of Neuropathy (3:22) Problems of Neuropathy (5:36) Diagnosis of Neuropathy (6:50) Treatment of Neuropathy (8:14) Precautions of Neuropathy (9:49) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments