Русские видео

Сейчас в тренде

Иностранные видео


Скачать с ютуб ନପୁଂସକତା କାହିଁକି ହୁଏ? | Impotence (Erectile Dysfunction) in Odia | Signs & Treatment | Dr Samrat Kar в хорошем качестве

ନପୁଂସକତା କାହିଁକି ହୁଏ? | Impotence (Erectile Dysfunction) in Odia | Signs & Treatment | Dr Samrat Kar 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ନପୁଂସକତା କାହିଁକି ହୁଏ? | Impotence (Erectile Dysfunction) in Odia | Signs & Treatment | Dr Samrat Kar

#ErectileDysfunction #HindiHealthTips ପୁରୁଷଙ୍କଠାରେ ଯୌନ ଶିଥିଳତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି ଏକ ସମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କଠାରେ ଯୌନ ଶିଥିଳତା ହୋଇଥାଏ (ଯୌନାଙ୍ଗର ଉତ୍ଥାନ ଠିକ୍ ଭାବରେ ନହେବା)। ତେବେ ପୁରୁଷଙ୍କଠାରେ ଯୌନ ଶିଥିଳତା ବା ନପୁଂସକତା କାହିଁକି ହୁଏ? କେମିତି ଏହାର ଚିକିତ୍ସା କରିବେ? ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଯୌନ ଶିଥିଳତା (0:00) ଯୌନ ଅକ୍ଷମତାର କାରଣ କ’ଣ? (1:03) ନକରାତ୍ମକ ଭାବନା ଯୌନ ଅକ୍ଷମତାର କାରଣ ହୋଇପାରେ (3:08) ଏହାର ପରୀକ୍ଷା କେମିତି କରାଯାଏ? (5:13) ଯୌନ ଅକ୍ଷମତାର ଚିକିତ୍ସା କିପରି ହୁଏ? (7:42) Erectile dysfunction (ED) is also known as impotence. It is a major problem experienced by many penis owners, of which most are reluctant to discuss and seek treatment. It is important to know that treatments are available for ED and you can overcome it. So, what are the main causes of erectile dysfunction? How to treat it? How can you prevent it? Let's know more from Psychiatrist Dr Samrat Kar. In this Video, What is erectile dysfunction? in Odia (0:00) Causes of erectile dysfunction, in Odia (1:03) Negative emotions can lead to sexual dysfunction, in Odia (3:08) How is it tested? in Odia (5:13) Treatment of erectile dysfunction, in Odia (7:42) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments