Русские видео

Сейчас в тренде

Иностранные видео


Скачать с ютуб ମେନୋପଜ୍‌ ପରେ ସ୍ୱାସ୍ଥ୍ୟର ଯତ୍ନ | Post Menopausal Care, in Odia | Menopause | Dr Veena Panda в хорошем качестве

ମେନୋପଜ୍‌ ପରେ ସ୍ୱାସ୍ଥ୍ୟର ଯତ୍ନ | Post Menopausal Care, in Odia | Menopause | Dr Veena Panda 2 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମେନୋପଜ୍‌ ପରେ ସ୍ୱାସ୍ଥ୍ୟର ଯତ୍ନ | Post Menopausal Care, in Odia | Menopause | Dr Veena Panda

#Menopause #PeriodFriendlyWorld #OdiaHealthTips #MHDay2024 ଜଣେ ନାରୀ ଜୀବନରେ ଯେପରି ୠତୁସ୍ରାବ ଆରମ୍ଭ ହୋଇଥାଏ, ଦିନେ ତାହା ବନ୍ଦ ହୋଇଥାଏ। ଏହି ସମୟରେ ମହିଳାଙ୍କର ବିଭିନ୍ନ ଶାରୀରିକ ଓ ମାନସିକ ଜଟିଳତାର ସମ୍ମୁଖୀନ ହୋଇଥାଆନ୍ତି। ଆସନ୍ତୁ, ଏହି ସମୟରେ ହେଉଥିବା ଲକ୍ଷଣକୁ ଜାଣିବା ଏବଂ ଏହାର ପରିଚାଳନା କରିବା ବିଷୟରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ବୀଣା ପଣ୍ଡାଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି, ମେନୋପଜ୍‌ କ’ଣ ଓ ଏହି ସମୟରେ କେଉଁଭଳି ଲକ୍ଷଣ ଦେଖାଦିଏ? (0:00) ମେନୋପଜ୍ ପରେ ଡାଏଟ୍‌ ଏବଂ ଲାଇଫ୍‌ଷ୍ଟାଇଲ (1:22) କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର? (1:54) ମେନୋପଜ୍‌ ସମୟରେ ହେଉଥିବା ସମସ୍ୟାର ସମାଧାନ (3:54) ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍। Menopause is a natural biological process that marks the end of a woman's menstrual cycle. While it is a normal part of aging, it can bring about certain health issues and changes in the body due to hormonal changes. At what age does Menopause occur? How to take care of Health after Menopause? Let's know more from Dr Veena Panda, a Gynaecologist. In this Video, What is Menopause & its Symptoms? in Odia (0:00) Diet and Lifestyle changes after menopause, in Odia (1:22) When to consult a doctor? in Odia (1:54) Treatment of Hormonal Imbalance after Menopause, in Odia (3:54) World Menstrual Hygiene Day, observed on May 28th annually, aims to raise awareness about maintaining hygiene during periods, highlighting periods related health issues, and dispelling myths and superstitions. This year's theme is Together for a #PeriodFriendlyWorld. On this occasion, IFI Foundation has launched a 10-days comprehensive digital media awareness campaign #LetsTalkPeriods in association with OdishaLIVE and Swasthya Plus Network. Join with us in the series of digital activities to observe the World Menstrual Hygiene Day 2024, marked globally on May 28 every year. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments