Русские видео

Сейчас в тренде

Иностранные видео


Скачать с ютуб BEDANTA BABU NKA ABHULA COMEDY(ବେଦାନ୍ତ ବାବୁ ଙ୍କ ଅଭୁଲା କମେଡି) || ODIA PALA COMEDY || B R MOVIES в хорошем качестве

BEDANTA BABU NKA ABHULA COMEDY(ବେଦାନ୍ତ ବାବୁ ଙ୍କ ଅଭୁଲା କମେଡି) || ODIA PALA COMEDY || B R MOVIES 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



BEDANTA BABU NKA ABHULA COMEDY(ବେଦାନ୍ତ ବାବୁ ଙ୍କ ଅଭୁଲା କମେଡି) || ODIA PALA COMEDY || B R MOVIES

Topic- Bedanta Babu nka Abhula Comedy (ବେଦାନ୍ତ ବାବୁ ଙ୍କ ଅଭୁଲା କମେଡି) Odia Pala Comedy Late Sisir Bedant (Bayak) ବେଦାନ୍ତ ବାବୁ ଙ୍କ ଅଭୁଲା କମେଡି ଓଡ଼ିଆ ପାଲା ଜଗତ ର ଅନ୍ୟତମ ହାସ୍ୟ ଅଭିନେତା କହିଲେ ଅତ୍ୟୁକ୍ତି ହେବ ନାହିଁ ସେ ଥିଲେ ଶିଶିର ବେଦାନ୍ତ ଓଡ଼ିଶାରେ ସମସ୍ତେ ତାଙ୍କୁ ବେଦାନ୍ତ ବାବୁ ନାମରେ ଭଲ ଭାବରେ ଜାଣନ୍ତି ସେହି ସ୍ବର୍ଗତ ଶିଶିର ବେଦାନ୍ତ ଙ୍କୁ ମାନେ ପକାଇ ଏବଂ ତାଙ୍କର କେତେ ଗୁଡିଏ ଅଭୁଲା କଥା ଓଡ଼ିଆ ପାଲା କମେଡି ରେ ସ୍ଥାନ ପାଇଥିଲା ତାହା ପୁଣି ଥରେ ଆପଣ ମାନକୁ ଭେଟି ଦେଉ ଅଛି ଆସ କରେ ଆପଣ ମାନେ ଦେଖି ଖୁସି ଅନୁଭବ କରିବେ The pala comedy created by Late Sisir Bedant is most memorable for all our Odia pala subscribers those are most love Odia pala Thie type of comedy talk and type of versatile acting nobody can talk so easily nowadays so we are trying to present such type of acting of most popular name BEDANT BABU who has heavenly gone but his memorial comedy speach in Odia pala many times knocking our heart. Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section. You can watch more Pala videos in these Playlists:- ODIA PALA BHAJAN-    • ODIA PALA BHAJAN AND SONG  . ODIA PALA COMEDY-    • ODIA PALA COMEDY  . ODIA PALA ODISHI-    • ODIA PALA ODISHI AND CHAMPU  . FOLLOW US ON :- YouTube:-    / @brmovies  . Facebook:-   / biswaranjan.senapati.399  . Facebook Page:-   / brmoviesodia  . Twitter:-   / brmovies0101  . Blogger:- https://brmoviess.blogspot.com/. Website:- http://brmovies.in Click on this link to watch more videos on my related channel Urmi Entertainment:-    / @urmientertainment  . Also, enjoy more Pala videos on our other channel here-    / @mamataentertainmentodia  . -------------------------------------------------------------------------------------------------- COPYRIGHT DISCLAIMER:- All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim. -------------------------------------------------------------------------------------------------- ପାଲାର ସଂଜ୍ଞା :- ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି | ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା -------------------------------------------------------------------------------------------------- #BedantaBabunkaAbhulaComedy #BadantaBabuPalaComedy #OdiaPalaComedy #GayikaKalpanaNayak #PalaComedybyBedantaBabu #BRMOVIES

Comments