Русские видео

Сейчас в тренде

Иностранные видео


Скачать с ютуб Kalijai Song - Bapa Ghara Khela Sarigala -ବାପ ଘର ଖେଳ ସରିଗଲା- ଜାଇର କରୁଣ କାହାଣୀ | Gita Dash | Sidharth в хорошем качестве

Kalijai Song - Bapa Ghara Khela Sarigala -ବାପ ଘର ଖେଳ ସରିଗଲା- ଜାଇର କରୁଣ କାହାଣୀ | Gita Dash | Sidharth 4 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Kalijai Song - Bapa Ghara Khela Sarigala -ବାପ ଘର ଖେଳ ସରିଗଲା- ଜାଇର କରୁଣ କାହାଣୀ | Gita Dash | Sidharth

"ବାପ ଘର ଖେଳ" ଜାଇ ଓ ତାର ବାପାଙ୍କ କରୁଣ କାହାଣୀ ଉପରେ ଆଧାରିତ । ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ବୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ବାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି । Song : Bapa Ghara Khela Singer : Gita Dash Lyrics : Jgannath Panda Music Director : Puratana Video Artist : Album : Bapa Ghara Khela Album No : SM - 3251 Music Label : Sidharth Music -------------------------- ♪ Full Song Available on ♪ JioSaavn : http://tinyurl.com/bdbcmbj8 Wynk : http://tinyurl.com/ycyy7yvs Gaana : http://tinyurl.com/5ypdvyn4 Apple Music : http://tinyurl.com/45xyskkj Amazon Prime Music :http://tinyurl.com/49vcb2bn iTunes : http://tinyurl.com/45xyskkj Spotify :http://tinyurl.com/bdf4u3t3 ------------------------------ Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ---------------------------------- DTH details .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491,Tata Play-1796 Sidharth Gold : Dish TV -1333, Airtel-602,Sun-658,Tata Play-1766 Jay Jagannath : Dish-1397,Videocon D2H-1397,Tata Play-1799 SUBSCRIBE us for Mega Serial, Reality Shows every day: YouTube :    / sidharthtv   Instagram :   / sidharthtvofficial   Facebook :   / sidharthtvofficial   Twitter :   / sidharth_tv   Subscribe our other Television Channels : Sidharth Bhakti : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath : https://bit.ly/3aa1lTa #sidharthbhakti #odiabhajan #namitaagrawal #odiasong #sidharthmusic #sidharthtv #jayjagannathtv #sitaramagrawal

Comments