Русские видео

Сейчас в тренде

Иностранные видео


Скачать с ютуб Breaking the Ratna Bhandar Lock | ତାଲା ଭାଙ୍ଗି ଭିତରକୁ ଯିବ ଟିମ | The Quiver в хорошем качестве

Breaking the Ratna Bhandar Lock | ତାଲା ଭାଙ୍ଗି ଭିତରକୁ ଯିବ ଟିମ | The Quiver 6 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Breaking the Ratna Bhandar Lock | ତାଲା ଭାଙ୍ଗି ଭିତରକୁ ଯିବ ଟିମ | The Quiver

ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ତାଲା ନଖୋଲିଲେ ତାକୁ ଭାଙ୍ଗିଦିଆଯିବ। ସେଥିପାଇଁ ରତ୍ନଭଣ୍ଡାର ଯାଞ୍ଚ ଟିମ୍ ସାଙ୍ଗରେ ହାତୁଡ଼ି, ଆରି ଓ ମେସିନ ବା ସ୍ୱୟଂଚାଳିତ ଆରି ନେଇ ଭିତରକୁ ଯିବ। ସାଙ୍ଗରେ ଏଏସଆଇର କୁଶଳୀ ଶ୍ରମିକ ମାନେ ମଧ୍ୟ ରହିବେ। ଏପରି ଯୋଜନା କରାଯାଇଛି। ରତ୍ନଭଣ୍ଡାର ତାଲା ଭାଙ୍ଗି ଯାଞ୍ଚ କମିଟି ଭିତରକୁ ପ୍ରବେଶ କରିବ। ଏହାପରେ ସ୍ଥିତି ଯାଞ୍ଚ କରିବ ବୋଲି ଧାର୍ଯ୍ୟ କରାଯାଇଛି। ହାତୁଡ଼ିରେ ଭଙ୍ଗାଯିବ କି ଆରିରେ କଟାଯିବ ବା ମେସିନ ଆରି ଲାଗିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି ଧାର୍ଯ୍ୟ ହୋଇଛି। ସରକାରଙ୍କ ନିଷ୍ପତ୍ତି ମିଳିବା ପରେ କମିଟି ତଦନୁଯାୟୀ ପ୍ରସ୍ତୁତ ହେବ ବୋଲି ଧାର୍ଯ୍ୟ ହୋଇଛି। #thequiver #ratnabhandar #puri #jagannath #latest #latestnews #update #updatenews #odihanews #ratnabhandar_key_breaking THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us! -------------------------- Subscribe "THEQuiverNews" in YouTube!    / @thequivernews   Like us in Facebook:   / thequiverofficial   Follow us in Instagram:   / thequivernews   Follow us in Twitter:   / thequivernews   Visit our website: https://thequiver.in/ Follow us in LinkedIn:   / thequivernews  

Comments