Русские видео

Сейчас в тренде

Иностранные видео


Скачать с ютуб କନପାଇଁ ଦୁଇ ଧାର ଲୁହ ବୁହେ | ଗାୟିକା ବାଣୀ ଭାରତୀ ଟିକିନା ତ୍ରିପାଠୀ | Odia Pala | Bhakti Prathana в хорошем качестве

କନପାଇଁ ଦୁଇ ଧାର ଲୁହ ବୁହେ | ଗାୟିକା ବାଣୀ ଭାରତୀ ଟିକିନା ତ୍ରିପାଠୀ | Odia Pala | Bhakti Prathana 2 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କନପାଇଁ ଦୁଇ ଧାର ଲୁହ ବୁହେ | ଗାୟିକା ବାଣୀ ଭାରତୀ ଟିକିନା ତ୍ରିପାଠୀ | Odia Pala | Bhakti Prathana

କନପାଇଁ ଦୁଇ ଧାର ଲୁହ ବୁହେ | ଗାୟିକା ବାଣୀ ଭାରତୀ ଟିକିନା ତ୍ରିପାଠୀ | Odia Pala | Bhakti Prathana #jaya_durga_madhab #odia_pala #gayeeka_tikina Tripathy #bhakti_prathana #sjprf #odia_natak #ashok_creation -------------------------------------------------------------------------------------------------------------------------------------------------------------------- ପ୍ରିୟ ଦର୍ଶକ ବଂଧୁ | ସମସ୍ତଙ୍କୁ ନମସ୍କାର | ସ୍ବାଗତ ଜଣାଉଛି ଭକ୍ତି ପ୍ରାର୍ଥନା ଚାନେଲ କୁ | ଓଡିଶାର ସର୍ବ ପୁରାତନ ପ୍ରାଚୀନ କଳା ସଂସ୍କୃତି କୁ ଜନ ମାନସରେ ପ୍ରଚାର ପ୍ରସାର ପାଇଁ ଭକ୍ତି ପ୍ରାର୍ଥନା ସବୁବେଳେ ସଂକଳ୍ପ ବଧ | ଓଡ଼ିଶାର କଳା ସଂସ୍କୃତି କୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ଆମର ଚେଷ୍ଟା ସବୁବେଳେ ଜାରି ରହିବ | କେବଳ ଆପଣଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ଆଶୀର୍ବାଦ କୁ ପାଥେୟ କରି ଆଗକୁ ବଢିବାର ସ୍ବପ୍ନ କୁ ସାକାର କରିବା ନିମନ୍ତେ ମହାପ୍ରଭୁ କୋଟି ଓଡ଼ିଆର ମୌଡ ମଣି ଜଗତରାନଥ ଜଗନ୍ନାଥ ଙ୍କ ପାଦ ପଙ୍କଜରେ ନିଜକୁ ସମର୍ପଣ କରି କୋଟି କୋଟି ଓଡ଼ିଶା ବାସୀଙ୍କର ଏବଂ ସମଗ୍ର ବିଶ୍ବ ର ମଙ୍ଗଳ କାମନା ପାଇଁ ଆମ୍ଭେ ସର୍ବଦା ଉତ୍ସର୍ଗୀକୃତ | ଧନ୍ୟବାଦ୍ | ଓଡିଶାର ସଂସ୍କୃତି ଭିତ୍ତିକ କାର୍ଯ୍ୟ କ୍ରମ ଯଥା ପାଲା, ଦାସକାଠିଆ, ହରିକଥା, ପ୍ରବଚନ, ଭଜନ, ଜଣାଣ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ଦେଖିବା ପାଇଁ ଏବେ ହିଁ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ ଏବଂ ଆପଣଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରନ୍ତୁ | ଯଦି ପ୍ରଚାର ପ୍ରସାର ରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଆମକୁ ଜଣାନ୍ତୁ ଆମେ ତାହାକୁ ସଂଶୋଧନ କରି ପୁନଃ ପ୍ରସାରଣ କରିବୁ | --------------------------------------------------------------------------------- ଯୋଗା ଯୋଗ - ଭକ୍ତି ପ୍ରାର୍ଥନା, ମୋବାଇଲ୍ - ୭୦୦୮୫୨୭୩୨୮ --------------------------------------------------------------------------------------------------------------------------------------------------------------------

Comments