Русские видео

Сейчас в тренде

Иностранные видео


Скачать с ютуб ଧୀରେ ଘେନ କାନନରେ | Dhire Ghena Kananare - Heart touching Odia Bhajan - Shiba Prasad Dash (Siba nana) в хорошем качестве

ଧୀରେ ଘେନ କାନନରେ | Dhire Ghena Kananare - Heart touching Odia Bhajan - Shiba Prasad Dash (Siba nana) 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଧୀରେ ଘେନ କାନନରେ | Dhire Ghena Kananare - Heart touching Odia Bhajan - Shiba Prasad Dash (Siba nana)

Song : Dhire Ghena Kananare ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ -------------------------------- Create Your Reels Here :- https://bit.ly/3HdMYrb -------------------------------- ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳା ମାଣିକରେ ! ନିଧନ ସଙ୍ଖାଳି ମୋର (ରେ) ଦରିଦ୍ର ପସରା ଅନ୍ଧର ଲଉଡ଼ି ବାବୁ(ରେ) ହୃଦ ରତ୍ନ ହାରା । କଳା ମାଣିକରେ ! ମୋ ଜୀବ ଜୀବନ ତୁହି (ରେ) ନୟନ ପ୍ରତିମା ତୋତେ କି ପାସୋରି ହେବ(ରେ) ମୋର ସୁଖ ସୀମା । କଳା ମାଣିକରେ ! ଡରୁଥାଉ ଅନ୍ଧାରକୁ(ରେ) ରଖିଥାଉ ଗୋରୁ ଜନକ ଜନନୀ ସୁଖ କାହିଁପାଇଁ ସାରୁ । କଳା ମାଣିକରେ ! ବୃଦ୍ଧକାଳେ ତୁ ମୋହର(ରେ) ଏକଇ ନନ୍ଦନ ହୃଦ-ତାପ-ବିନାଶନେ(ରେ) ତୁ ହରି ଚନ୍ଦନ । କଳା ମାଣିକରେ ! -------------------------------- Sri Sri Jagannath Stuti by Soulful Heart touching singer Sibanana Singer : Shiva Prasad Dash (Siba nana) Lyrics : Abhimanyu Samantasinghara Music Director : Shiba Prasad Dash Video Artist : Album : Madhaba Hey Kala Madhaba Album No : SM - 4285 Music Label : Sidharth Music ------------------------------------------------------- #sibananabhaja #sibanana #sidharthbhakti #sidharthtv #sidharthmusic #sitaramagrawal #namitaagrawal #jayjagannath ଭଜନ ସମାରୋହ ରେ ଶିବ ନନାଙ୍କୁ ନେବା ପାଇଁ ଚାହୁଁ ଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ : 7008310559

Comments