Русские видео

Сейчас в тренде

Иностранные видео


Скачать с ютуб ଭାରତ ଫେରିଲେ ବିଶ୍ବ ବିଜେତା | Odisha Reporter в хорошем качестве

ଭାରତ ଫେରିଲେ ବିଶ୍ବ ବିଜେତା | Odisha Reporter 2 дня назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଭାରତ ଫେରିଲେ ବିଶ୍ବ ବିଜେତା | Odisha Reporter

#ଭାରତ_ଫେରିଲେ_ଟିମ୍_ଇଣ୍ଡିଆ #ଘର_ବାହୁଡ଼ିଲେ_ଚାମ୍ପିଅନ୍ସ ସ୍ବଦେଶ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ବିଶ୍ବବିଜେତା ଭାରତୀୟ ଟିମକୁ ଜୋରଦାର ସ୍ବାଗତ କରାଯାଇଥିଲା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ବିମାନବନ୍ଦର ପରିସର। ସ୍ବତନ୍ତ୍ର ବସ୍ ଯୋଗେ ଖେଳାଳି ଆସିଥିଲେ ଆଇଟିସି ମୌର୍ୟ୍ୟ। ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ ଭାରତୀୟ ଟିମ୍। ସଂଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍। ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ। ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ୩ ଦିନ ଫସି ରହିଥିଲା ଭାରତୀୟ ଟିମ୍। #Odisha #OdishaReporter #TeamIndia #T20WorldCup2024 #BCCI #RohitSharma #DelhiAirport #NarendraModi #WankhedeStadium Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #Odisha #OdishaReporter #TeamIndia #T20WorldCup2024 #BCCI #RohitSharma #DelhiAirport #NarendraModi #WankhedeStadium

Comments