Русские видео

Сейчас в тренде

Иностранные видео


Скачать с ютуб ସାଇକୋସିସ୍‌ ରୋଗ କ’ଣ? | Dr Satyakam Mohapatra on Acute Psychosis Disorder | Causes & Treatment в хорошем качестве

ସାଇକୋସିସ୍‌ ରୋଗ କ’ଣ? | Dr Satyakam Mohapatra on Acute Psychosis Disorder | Causes & Treatment 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ସାଇକୋସିସ୍‌ ରୋଗ କ’ଣ? | Dr Satyakam Mohapatra on Acute Psychosis Disorder | Causes & Treatment

#Psychosis #DoctorAdvice #OdiaHealthTips ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଆକ୍ୟୁଟ୍‌ ସାଇକୋସିସ୍‌ ସମସ୍ୟା ଅଧିକ ଦେଖାଦିଏ। ଏହା ଏକ ପ୍ରକାର ମାନସିକ ସମସ୍ୟା। ଏହି ରୋଗ ହେଲେ ବ୍ୟକ୍ତିର ବ୍ୟବହାର ଓ ଚିନ୍ତା କରିବାର ଶକ୍ତିରେ ହଠାତ୍‌ ପରିବର୍ତ୍ତନ ଆସିଥାଏ। ତେବେ ମାନସିକ ରୋଗ ସାଇକୋସିସ୍‌ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଅଧିକ ଜାଣନ୍ତୁ। ଏହି ଭିଡିଓରେ ରହିଛି, ମାନସିକ ରୋଗ ସାଇକୋସିସ୍‌ କ’ଣ? (0:00) ସାଇକୋସିସ୍‌ ରୋଗର ଲକ୍ଷଣ (0:31) ସାଇକୋସିସ୍‌ ରୋଗ ହେବାର କାରଣ (3:32) ସାଇକୋସିସ୍‌ ରୋଗର ଚିକିତ୍ସା (4:49) ପରିବାର ସଦସ୍ୟଙ୍କ କର୍ତ୍ତବ୍ୟ (8:32) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/acute-psych... ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ। Dr Satyakam Mohapatra is a well-known Psychiatrist in Odisha. He has deep experience in the Treatment of different mental illnesses. Dr Mohapatra currently resides in Cuttack. You can contact him on 8895293997. Acute psychosis is more common in women than in men. It's a mental problem. The disease can cause sudden changes in a person's ability to think and act. So what is psychosis disorder? Let us know more from Dr Satyakam Mohapatra, a Neuropsychiatrist. In this video, What is Acute Psychosis? (0:00) Symptoms of Psychosis (0:31) Causes of Psychosis (3:32) Treatment of Psychosis (4:49) Responsibility of family members (8:32) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments