Русские видео

Сейчас в тренде

Иностранные видео


Скачать с ютуб ବାରମ୍ବାର ଛାନିଆ ଲାଗୁଛି କି? | Dr Satyakam Mohapatra on Panic Attack in Odia | Causes & Treatment в хорошем качестве

ବାରମ୍ବାର ଛାନିଆ ଲାଗୁଛି କି? | Dr Satyakam Mohapatra on Panic Attack in Odia | Causes & Treatment 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ବାରମ୍ବାର ଛାନିଆ ଲାଗୁଛି କି? | Dr Satyakam Mohapatra on Panic Attack in Odia | Causes & Treatment

#PanicAttack #OdiaHealthTips #DoctorAdvice ବାରମ୍ବାର ଛାନିଆ ଲାଗିବା ଏକ ପ୍ରକାରର ମାନସିକ ସମସ୍ୟା। ତେବେ କେମିତି ଏହି ସମସ୍ୟାରୁ ରକ୍ଷା ପାଇବା? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ମାନସିକ ଛାନିଆ ରୋଗ କ’ଣ? (0:00) ଛାନିଆ ରୋଗର ଲକ୍ଷଣ (0:57) ଛାନିଆ ରୋଗର କାରଣ (3:54) ଛାନିଆ ରୋଗକୁ ଚିହ୍ନଟ କରିବେ କେମିତି? (5:26) ଛାନିଆ ରୋଗର ଚିକିତ୍ସା (7:09) କେତେଦିନ ଔଷଧ ଖାଇବେ? (8:14) ଛାନିଆରୁ ଦୂରେଇ ରହିବା କେମିତି? (9:35) ଛାନିଆ ରୋଗ ଓ ଫୋବିୟା ମଧ୍ୟରେ ସମ୍ପର୍କ (11:09) ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ। Dr Satyakam Mohapatra is a well-known Psychiatrist in Odisha. He has deep experience in the Treatment of different mental illnesses. Dr Mohapatra currently resides in Cuttack. You can contact him on 8895293997. A panic attack is a type of mental problem. So how to get rid of this problem? Let us find out from Dr Satyakam Mohapatra, an eminent neuropsychiatrist. In this video, What is a panic attack? (0:00) Symptoms of a panic attack (0:57) Cause of panic attack (3:54) How to diagnose panic attacks? (5:26) Treatment of panic attack (7:09) How long will you take the medicine? (8:14) How to stay away from panic? (9:35) Panic attack and phobia (11:09) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments