Русские видео

Сейчас в тренде

Иностранные видео


Скачать с ютуб ମାନସିକ ରୋଗ ସୋମାଟୋଫର୍ମ କ’ଣ? | Dr Satyakam Mohapatra on Somatoform Disorder | Causes & Treatment в хорошем качестве

ମାନସିକ ରୋଗ ସୋମାଟୋଫର୍ମ କ’ଣ? | Dr Satyakam Mohapatra on Somatoform Disorder | Causes & Treatment 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମାନସିକ ରୋଗ ସୋମାଟୋଫର୍ମ କ’ଣ? | Dr Satyakam Mohapatra on Somatoform Disorder | Causes & Treatment

#Somatoform #DoctorAdvice #OdiaHealthtips ସୋମାଟୋଫର୍ମ ରୋଗ ହେଉଛି ଏକ ମାନସିକ ସମସ୍ୟା। ଏହି ରୋଗ ହେଲେ ଦୀର୍ଘଦିନ ଧରି ଶାରୀରିକ ଲକ୍ଷଣ ଲାଗି ରହିଥାଏ। ଶରୀର ବ୍ୟଥା ଦୀର୍ଘଦିନ ଧରି ଲାଗି ରହିବା, ଗ୍ୟାସ ଓ ଏସିଡିଟି ସମସ୍ୟା ଲାଗି ରହିବା, କିଡନି ଏବଂ ମସ୍ତିଷ୍କଜନିତ ସମସ୍ୟା ଦେଖାଦେବା ଏହି ରୋଗର ଲକ୍ଷଣ। ଏହାର ଚିକିତ୍ସା କେମିତି ହୁଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ସତ୍ୟକାମ ମହାପାତ୍ର ଏବିଷୟରେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ମାନସିକ ରୋଗ ସୋମାଟୋଫର୍ମ କ’ଣ? (0:00) ସୋମାଟୋଫର୍ମ ରୋଗର ଲକ୍ଷଣ (1:05) ସୋମାଟୋଫର୍ମ ରୋଗର କାରଣ (3:31) ସୋମାଟୋଫର୍ମ ରୋଗର ଚିକିତ୍ସା କେମିତି ହୁଏ? (4:01) ସୋମାଟୋଫର୍ମ ରୋଗୀ ଜାଣିରଖନ୍ତୁ (8:00) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/what-is-som... ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ। Dr Satyakam Mohapatra is a well-known Psychiatrist in Odisha. He has deep experience in the Treatment of different mental illnesses. Dr Mohapatra currently resides in Cuttack. You can contact him on 8895293997. Somatoform disorder is a form of mental illness that causes different body symptoms. It can be Body pain, Neurological problems, gastrointestinal problems, etc. Let us know more from Dr Satyakam Mohapatra, a Neuropsychiatrist. In this Video, What is Somatoform Disorder? (0:00) Symptoms of Somatoform Disorder (1:05) Cause of Somatoform Disorder (3:31) Treatment of Somatoform Disorder (4:01) Somatoform Patient needs to know (8:00) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments