Русские видео

Сейчас в тренде

Иностранные видео


Скачать с ютуб ମାନସିକ ଅବସାଦ (ଡିପ୍ରେସନ୍) - କାରଣ ଓ ନିରାକରଣ | Neuropsychiatrist Dr. Satyakam Mohapatra on Depression в хорошем качестве

ମାନସିକ ଅବସାଦ (ଡିପ୍ରେସନ୍) - କାରଣ ଓ ନିରାକରଣ | Neuropsychiatrist Dr. Satyakam Mohapatra on Depression 4 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମାନସିକ ଅବସାଦ (ଡିପ୍ରେସନ୍) - କାରଣ ଓ ନିରାକରଣ | Neuropsychiatrist Dr. Satyakam Mohapatra on Depression

#Dispersion #DoctorAdvice #OdiaHealthNews ଦୁଇ ସପ୍ତାହରୁ ଅଧିକ ସମୟ ଯାଏଁ ମନ ଦୁଃଖ ରହିଲେ ଏହା ମାନସିକ ଅବସାଦ ବା ଡିପ୍ରେସନର ଲକ୍ଷଣ ହୋଇପାରେ। ସାରା ବିଶ୍ୱ ମଧ୍ୟରୁ ଭାରତରେ ଡିପ୍ରେସନ ଅଧିକ ଦେଖାଦେଇଥାଏ। ତେବେ ଡିପ୍ରେସନ ହେବାର କାରଣ କ'ଣ? ଏହାର ନିରାକରଣକୁ ନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ମାନସିକ ଅବସାଦ (ଡିପ୍ରେସନ୍) କ'ଣ? (0:00) ଡିପ୍ରେସନର ଲକ୍ଷଣ (0:46) ଡିପ୍ରେସନ୍ ରୋଗର କାରଣ କ'ଣ? (3:24) ଡିପ୍ରେସନ୍ ରୋଗର ଚିକିତ୍ସା (4:09) ଡିପ୍ରେସନର ନିରାକରଣ (5:00) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/depression-... Prolonged sadness for more than 14 days is said to be a symptom of mental illness or depression. India is among the most depressed nations in the country. Let us see what psychiatrist Dr. Satyakam Mohapatra has to say about the signs of depression and its remedies. In this video What is depression? (0:00) Symptoms of depression (0:46) What is the cause of depression? (3:24) Treatment of depression (4:09) Elimination of depression (5:00) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus

Comments