Русские видео

Сейчас в тренде

Иностранные видео


Скачать с ютуб ଇତିହାସ, ଭୂଗୋଳ ଓ ସାହିତ୍ୟ ପଢାଉଛନ୍ତି ସ୍କୁଲ ପିଅନ | Odisha Reporter в хорошем качестве

ଇତିହାସ, ଭୂଗୋଳ ଓ ସାହିତ୍ୟ ପଢାଉଛନ୍ତି ସ୍କୁଲ ପିଅନ | Odisha Reporter 2 дня назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଇତିହାସ, ଭୂଗୋଳ ଓ ସାହିତ୍ୟ ପଢାଉଛନ୍ତି ସ୍କୁଲ ପିଅନ | Odisha Reporter

ହାଇସ୍କୁଲ ଭିତର ବାହାର ପୁରା ଚକାଚକ୍ । ପାଠପଢା ପାଇଁ ସ୍ମାର୍ଟ କ୍ଲାସ ରୁମ, ସ୍ମାର୍ଟ ବୋର୍ଡ, ଉନ୍ନତ ପାଠାଗାର, ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ସହ କମ୍ପ୍ୟୁଟର ହଲ ପୁରା ପ୍ରସ୍ତୁତ ହୋଇ ରହିଛି । ପିଲାଙ୍କ ବସିବା ପାଇଁ ଶ୍ରେଣୀ କଠୋରୀରେ ଉନ୍ନତ ମାନର ବେଂଚ ଡେକ୍ସ ପଡିଛି । ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ଉଦ୍ୟାନ ବେଶ ମନଲୋଭା ହୋଇଛି । ମାତ୍ର ୫-ଟି ରୂପାନ୍ତରିତ ଝରାଗୋଗୁଆ ପିତବାସ ହାଇସ୍କୁଲରେ ପାଠ ପଢାଇବାକୁ ଜଣେ ହେଲେ ବିଷୟ ଭିତିକ ଶିକ୍ଷକ ନାହାନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #school #Highschool #teacherlack #odisha #OdishaReporter

Comments