Русские видео

Сейчас в тренде

Иностранные видео


Скачать с ютуб କାହିଁକି ହୁଏ ଡିପ୍ରେସନ୍? | Dr Satyakam Mohapatra on Depression in Odia | Causes & Prevention в хорошем качестве

କାହିଁକି ହୁଏ ଡିପ୍ରେସନ୍? | Dr Satyakam Mohapatra on Depression in Odia | Causes & Prevention 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କାହିଁକି ହୁଏ ଡିପ୍ରେସନ୍? | Dr Satyakam Mohapatra on Depression in Odia | Causes & Prevention

#Depression #DoctorAdvice #OdiaHealthTips ମନ ସମସ୍ତଙ୍କ ଦୁଃଖ ହୁଏ। ଯଦି ଆପଣଙ୍କ ମନ ଦୁଇ ସପ୍ତାହରୁ ଅଧିକ ସମୟ ଯାଏଁ ଦୁଃଖ ରହୁଛି ଏବଂ ଏଥିପାଇଁ ଆପଣଙ୍କ ନିତିଦିନିଆ ଜୀବନରେ ବ୍ୟଘାତ ଘଟୁଛି ତେବେ ଏହା ଏକ ମାନସିକ ସମସ୍ୟା ହୋଇପାରେ। ଏହାକୁ ମାନସିକ ଅବସାଦ ବା ଡିପ୍ରେସନ ବୋଲି କୁହାଯାଏ। ସାରା ବିଶ୍ୱ ମଧ୍ୟରୁ ଭାରତରେ ସବୁଠୁ ଅଧିକ ଡିପ୍ରେସନର ଶୀକାର ହେଉଛନ୍ତି। ତେବେ କାହିଁକି ହୁଏ ଡିପ୍ରେସନ? ଏହି ଅବସ୍ଥାରୁ କେମିତି ମୁକୁଳିବେ? ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏନେଇ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ମାନସିକ ଅବସାଦ (ଡିପ୍ରେସନ୍) କ'ଣ? ଡିପ୍ରେସନର ଲକ୍ଷଣ ଡିପ୍ରେସନ୍ ରୋଗର କାରଣ କ'ଣ? ଡିପ୍ରେସନ୍ ରୋଗର ଚିକିତ୍ସା ଡିପ୍ରେସନର ନିରାକରଣ ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/depression-... ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ। Dr Satyakam Mohapatra is a well-known Psychiatrist in Odisha. He has deep experience in the Treatment of different mental illnesses. Dr Mohapatra currently resides in Cuttack. You can contact him on 8895293997. If you are feeling sad for more than two weeks and it disrupts your daily life, it may can be a clinical problem. This is called depression. So What are Causes of Depression? How can we treat this condition? Let’s find out from Psychoneurologist Dr Satyakam Mohapatra has to say. In this video, What is Depression? Symptoms of Depression Causes of Depression Treatment of Depression Prevention of Depression Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Comments