Русские видео

Сейчас в тренде

Иностранные видео


Скачать с ютуб କ୍ରୋଧ ବା ରାଗ : କେମିତି କରିବେ ନିୟନ୍ତ୍ରଣ? | Dr Satyakam Mohapatra on Anger Management in Odia в хорошем качестве

କ୍ରୋଧ ବା ରାଗ : କେମିତି କରିବେ ନିୟନ୍ତ୍ରଣ? | Dr Satyakam Mohapatra on Anger Management in Odia 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କ୍ରୋଧ ବା ରାଗ : କେମିତି କରିବେ ନିୟନ୍ତ୍ରଣ? | Dr Satyakam Mohapatra on Anger Management in Odia

#AngerManagement #OdiaHealthTips #DoctorAdvice କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା ଅନ୍ୟର କ୍ଷତି ପହଞ୍ଚାଇଥାଏ। ତେବେ କେମିତି ନିଜ କ୍ରାେଧକୁ ନିୟନ୍ତ୍ରଣ କରିବେ? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, କ୍ରୋଧ ବା ରାଗ କାହିଁକି ଲାଗେ? (0:00) କ୍ରୋଧ କେତେବେଳେ କ୍ଷତିକାରକ? (1:14) କ୍ରୋଧ ବା ରାଗର କୁପ୍ରଭାବ (1:43) ଲୋକେ କ୍ରୋଧକୁ କିପରି ପ୍ରକାଶ କରନ୍ତି? (3:17) କ୍ରୋଧ ବା ରାଗ ଲାଗିବାର କାରଣ କ’ଣ? (4:51) କ୍ରୋଧ ନିୟନ୍ତ୍ରଣ କରିବେ କେମିତି? (6:48) ଅନ୍ଧବିଶ୍ବାସରୁ ଦୂରେଇ ରହନ୍ତୁ (16:33) ଡାକ୍ତର ସତ୍ୟକାମ ମହାପାତ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ। ବିଭିନ୍ନ ମାନସିକ ରୋଗ ଓ ଏହାର ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମହାପାତ୍ର କଟକରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 8895293997 ନମ୍ବରରେ କଲ୍ କରିପାରିବେ। ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/how-to-cont... Dr Satyakam Mohapatra is a well-known Psychiatrist in Odisha. He has deep experience in the Treatment of different mental illnesses. Dr Mohapatra currently resides in Cuttack. You can contact him on 8895293997. In this Video, What is the Anger issue? (0:00) When anger is harmful? (1:14) The negative impact of anger (1:43) How people express anger? (3:17) What causes anger issues? (4:51) How to control anger? (6:48) Stay away from superstation (16:33) Anger Management Anger issue Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments